ଗଜପତି ଜିଲ୍ଲାରେ ତାଣ୍ଡବ ରଚିଲା ଲଘୁଚାପ ଜନିତ ଲଗାଣ ବର୍ଷା

ଗଜପତି ଜିଲ୍ଲାରେ ତାଣ୍ଡବ ରଚିଲା ଲଘୁଚାପ ଜନିତ ଲଗାଣ ବର୍ଷା

ମୋହନା : ଗଜପତି ଜିଲ୍ଲାରେ ତାଣ୍ଡବ ରଚିଲା ଲଘୁଚାପ ଜନିତ ଲଗାଣ ବର୍ଷା , ଡିପ୍ ଡିପ୍ରେସନ ର ପ୍ରଭାବରେ ଵିଭିନ୍ନ ସ୍ତାନରେ ତୁହା କୁ ତୁହା ବର୍ଷା ଏବେ ବି ଲାଗିରହିଛି , ପାହାଡିଆ ଝରଣା ପାଣିର ସମ୍ମିଶ୍ରଣରେ ବିଭିନ୍ନ ନଦୀର ଜଳସ୍ତର ଫୁଲିବାରେ ଲାଗିଛି, ଏବଂ ବିପଦପୂର୍ଣ ଭାବେ ପ୍ରବାହିତ ହେଉଛି , ମହେନ୍ଦ୍ରଗଡ ସ୍ଥିତ ବ୍ରିଜ ଉପରେ ଏକ ଫୁଟର ପାଣି ପ୍ରବାହିତ ହେଉଛି , ଯା ଫଳରେ ପାରଳାଖେମୁଣ୍ଡି -ମୋହନା-ବ୍ରହ୍ମପୁର ଗମନାଗମନ ଠଫ ହୋଇଯାଇଛି । ସେହିପରି ମୋହନା ନିକଟସ୍ଥ ଅଠରନଳା ବ୍ରିଜ ଉପରେ ବନ୍ୟା ଜଳ ପ୍ରଭାବିତ ହେବାରୁ ମୋହନା ଠାରୁ ୧୧ଖଣ୍ଡ ପଞ୍ଚାୟତ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି , ଅପରପକ୍ଷରେ ମାତା ଧିକ ଜଳ ପ୍ରଭାହିତ ଯୋଗୁଁ ବାଲିପଙ୍କ ଠାରେ ନାହିଁ ର୍ମିତ ଆପ୍ରୋଚ ରୋଡ ମଧ୍ୟ ଭସେଇନେଇଛି । ଆଗକୁ ମଧ୍ୟ ଏହି ଏପରି ଲାଗି ରହେ ବର୍ଷା ସ୍ଥିତି ପୁରା ଅଣାୟତ ହେବା ଅନୁମାନ କରାଯାଉଛି ।