ଏଣିକି ସମଗ୍ର ରାଜ୍ୟରେ ଦିନ ସାଢ଼େ ୧୦ରୁ ସନ୍ଧ୍ୟା ୬ ପରିବର୍ତ୍ତେ ରାତି ୧୦ଟା ୩୦ ଯାଏ ଖୋଲାରହିବ ବିଦେଶୀ, ବିୟର, ଦେଶୀ ମଦ ଦୋକାନ ।

ଏଣିକି ସମଗ୍ର ରାଜ୍ୟରେ ଦିନ ସାଢ଼େ ୧୦ରୁ ସନ୍ଧ୍ୟା ୬ ପରିବର୍ତ୍ତେ ରାତି ୧୦ଟା ୩୦ ଯାଏ ଖୋଲାରହିବ ବିଦେଶୀ, ବିୟର, ଦେଶୀ ମଦ ଦୋକାନ ।

ରାଜ୍ୟରେ ମଦ ଦୋକାନ ଖୋଲିବାର ସମୟରେ ପରିବର୍ତ୍ତନ କରାଯାଇଛି । କଣ୍ଟେନମେଣ୍ଟ ଜୋନ୍ ବ୍ୟତିତ ସମସ୍ତ ମଦ ଦୋକାନ ଓ କାଉଣ୍ଟରରେ ଏଣିକି ଦିନ ସାଢେ ୧୦ରୁ ଖୋଲିବ ମଦ ଦୋକାନ । ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସରକାର ।

ତେବେ ଦିନ ୧୦ଟା ୩୦ରୁ ରାତି ୧୦.୩୦ ପର୍ଯ୍ୟନ୍ତ ରାଜ୍ୟରେ ମଦ ଦୋକାନ ଖୋଲା ରହିବ ।  ପୂର୍ବରୁ ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଦୋକାନ ଖୋଲା ରହୁଥିଲା ।