ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ଦିଅ – ପୋଲିସ କମିସନର

ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ଦିଅ - ପୋଲିସ କମିସନର

ଲକ୍‌ଡାଉନରେ ଅଫିସ ପରିଚୟ ପତ୍ର ଦେଖାଇ ନିଜ କାମରେ ବୁଲୁଛନ୍ତି କର୍ମଚାରୀ । ଟ୍ବିନ୍‌ସିଟିର ବେସରକାରୀ ସଂସ୍ଥାଗୁଡ଼ିକୁ ପୋଲିସ କମିସନରଙ୍କ ନିର୍ଦେଶ । ଅଫିସ୍‌କୁ ଯାତାୟାତ କରୁଥିବା ନିଜ ସଂସ୍ଥାର କର୍ମଚାରୀଙ୍କ ତାଲିକା ଦିଅ । କେଉଁଠୁ କେଉଁଠାକୁ ଯାତାୟାତ ଜରୁରୀ ତାହା ମଧ୍ୟ ଜଣାଇବାକୁ ନିର୍ଦେଶ