ଆଜି ଠୁ ଆରମ୍ଭ ହେବ ମା ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା

ଆଜି ଠୁ ଆରମ୍ଭ ହେବ ମା ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା

ଯାଜପୁର: ଆଜି ଠୁ ଆରମ୍ଭ ହେବ ମା ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା,ମା ବିରଜାଙ୍କ ସିଂହଧ୍ବଜ ରଥ 9ଦିନ ଧରି ବେଢା ପରିକ୍ରମା କରିବ,ଅପରାହ୍ନ 5ଟାରେ ହେବ ରଥଟଣା,କୋଭିଡ କଟକଣା ଭିତରେ ରଥ ଟଣାହେବ,ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କୁ ମନା,କେବଳ ଅଙ୍ଗଲାଗି ସେବାୟତ ମାନଙ୍କ ଦ୍ବାରା ମା ଙ୍କ ରଥ ଟଣାହେବ,ମନ୍ଦିର ପରିସରରେ ଜାରି ହୋଇଛି 144ଧାରା, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ତତ୍ତ୍ବାବଧାନରେ ହେବ ରଥଯାତ୍ରା।