ଦୟା ନଦୀକୁ ଡେଇଁ ପଡିଲେ ଯୁବକ

ଦୟା ନଦୀକୁ ଡେଇଁ ପଡିଲେ ଯୁବକ

ଭୁବନେଶ୍ବର ଦୟା ନଦୀକୁ ଡେଇଁ ପଡିଲେ ଯୁବକ । ବ୍ରିଜ୍ ଉପରେ ନିଜ ଗାଡି ରଖି ଭରା ନଦୀକୁ ଡେଇଁ ପଡିଲେ । ନିଖୋଜ ଯୁବକଙ୍କ ନାମ ମଧୁସୁଦନ ଖୁଣ୍ଟିଆ, ଘର ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର ଗ୍ରାମର ଖୁଣ୍ଟିଆ ସାହି, ଘଟଣା ସ୍ଥଳରେ ଧଉଳୀ ପୋଲିସ୍ ଓ ଦମକଳ ବାହିନୀ, ଉଦ୍ଧାର କାର୍ଯ୍ୟ ଜାରି । କାରଣ ଅସ୍ପଷ୍ଟ