ଭିଜିଲାନ୍ସ ଜାଲରେ କୋଟିପତି ହେଡ ମାଷ୍ଟର

ଭିଜିଲାନ୍ସ ଜାଲରେ କୋଟିପତି ହେଡ ମାଷ୍ଟର

ବରଗଡ଼: ବରଗଡ଼ ଗଣ୍ଠିଆପାଲି ପଞ୍ଚାୟତ ହାଇସ୍କଲର ବ୍ଲକ୍ ଗ୍ରାଣ୍ଡ ହେଇ ମାଷ୍ଟର ପ୍ରମୋଦ ପାଣିଗ୍ରାହୀ ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ୪ ଟି ଜାଗାରେ ଚଢ଼ାଉ ।  ତାଙ୍କ ନିଜ ଘର ବରଗଡ଼ ଜିଲ୍ଲା ତିଲେଇମାଲ ସହ ବରପାଲି କପିଳେଶ୍ୱରନଗର ର ଭଡ଼ା ଘର, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ର ଭଡ଼ା ଘର ଓ ବଲାଙ୍ଗିର ଜିଲ୍ଲା ଆଗଲପୁର ଭଡ଼ା ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବ୍ଲକ୍ ଗ୍ରାଣ୍ଡ ହେଡ୍ ମାଷ୍ଟର ହୋଇ କୋଟି କୋଟି ଟଙ୍କା ଠୁଳ କଲେ କେମିତି ତାର ଖୋଳ ତାଡ଼ ଜାରି ରଖିଛି ଭିଜିଲାନ୍ସ ।