ମନ୍ଦିର ଖୋଲିବା ପାଇଁ ଘଣ୍ଟ ବାଡେଇ ଅଭିନବ ପ୍ରତିବାଦ କରୁଛନ୍ତି ସେବାୟତ

ମନ୍ଦିର ଖୋଲିବା ପାଇଁ ଘଣ୍ଟ ବାଡେଇ ଅଭିନବ ପ୍ରତିବାଦ କରୁଛନ୍ତି ସେବାୟତ

ଯାଜପୁର: କରୋନା କଟକଣା ଯୋଗୁ ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ହୋଇ ଯାଇ ଥିବା ରୁ ଦୁରଦିନ ରେ ଦିନ କାଟୁଛନ୍ତି ସେବାୟତ ମାନେ।ପାଖାପାଖି ୧୦୦ ରୁ ଉର୍ଦ୍ଧ୍ବ ପରିବାର ମହାବିନାୟକ ମନ୍ଦିର ଯୋଗୁଁ ପରିବାର ଭରଣପୋଷଣ କରି ଆସୁଥିଲେ।ମନ୍ଦିର କୁ ଭକ୍ତ ଙ୍କ ଆଗମନ କୁ ବାରଣ ହେତୁ ମନ୍ଦିର ରେ ନିୟୋଜିତ ସେବାୟତ ମାନଙ୍କ ପରିବାର ଏବେ ସମସ୍ୟା ରେ ଗତି କରୁଛନ୍ତି. ରାଜ୍ୟ ର ଏକ ପ୍ରମୁଖ ଶୟବ ପୀଠ ଯାଜପୁର ଜିଲ୍ଲା ର ମହାବିନାୟକ ଶୈବ ପୀଠ ର ସେବାୟତ ମାନେ ଦୂରଦିନ ରେ ଦିନ କଟୁ ଥିବା ବେଳେ. ମନ୍ଦିର ଖୋଲିବା ନେଇ ଘଣ୍ଟ ବାଡେଇ ସେବାୟତ ମାନେ ପ୍ରତିବାଦ କରିଛନ୍ତି. ମନ୍ଦିର ସମୁଖରେ ଘଣ୍ଟ ବାଡେଇ ପ୍ରତିବାଦ କରିଛନ୍ତି. କରୋନା କଟକଣା ସହିତ ମନ୍ଦିର ଖୋଲିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି. ସେବାୟତ ମାନେ ।