ଏଣିକି ସପ୍ତାହକୁ ୭ ଦିନ ଚାଲିବ ମୋ ବସ୍

ଏଣିକି ସପ୍ତାହକୁ ୭ ଦିନ ଚାଲିବ ମୋ ବସ୍

ଏଣିକି ସପ୍ତାହକୁ ୭ ଦିନ ଚାଲିବ ମୋ ବସ୍ । ଯାତ୍ରୀଙ୍କ ଡିମାଣ୍ଡକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ମୋ ବସ୍ କର୍ତ୍ତୃପକ୍ଷ । ମୋଟ ୮ଟି ରୁଟରେ ବସ୍ ଏବେ ଚାଲିବ । ୧୧, ୧୬, ୧୮, ୨୦, ୨୩, ୨୪, ୨୫ ଓ ୩୩ ନଂବର ରୁଟରେ ବସ୍ ଚାଲିବ । ସେହିପରି ଆସନ୍ତା କାଲି ଠାରୁ OSRTCର ବସ ଗୁଡିକ ୨୪ଟି ରୁଟରେ ଗଡିବ ।