ଅନଲକ ୪.୦ରେ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଛି

ଅନଲକ ୪.୦ରେ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଛି

ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ମାସ ପାଇଁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନଲକ ୪.୦ରେ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଛି।
ସପ୍ତାହନ୍ତ ଶନିବାର ଓ ରବିବାର ସଟଡାଉନକୁ ମଧ୍ୟ ରାଜ୍ୟ ସରକାର ହଟାଇ ଦେଇଛନ୍ତି। ତେବେ ନୂଆ ଗାଇଡଲାଇନରେ ସଟଡାଉନ ରହିବା କଥା ମଧ୍ୟ ଉଲ୍ଲେଖ କରି ନାହାନ୍ତି। ତେଣୁ ଏଣୁ ସପ୍ତାହାନ୍ତ ସଟଡାଉନ ଆଉ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।