ସହିଦନଗର ଥାନାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ ଠାବ

ସହିଦନଗର ଥାନାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ ଠାବ

ଭୁବନେଶ୍ୱର: ୧୦୨ ମୋବାଇଲ ଠାବ କଲା ପୋଲିସ ଅନୁଗୁଳ, ଯାଜପୁର , ରାଉରକେଲା ରୁ ସମସ୍ତ ପୋଲିସ ଠାବ ସଞ୍ଜୟ ଗଡନାୟକ, ଲିପୁନ ସାହୁ ନାମକ ୨ ଅଭିଯୁକ୍ତ ଗିରଫ ଉଭୟଙ୍କ ଘର ଅନୁଗୁଳ ବୋଲି ଡିସିପିଙ୍କ ସୂଚନା ରାଉରକେଲା ଯାଉଥିବା ବସ ରୁ ଚୋରି କରିଥିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା ୮୨ ଜଣଙ୍କୁ ଏହି ଫୋନ ବିକ୍ରି କରିଥିବା ସୂଚନା ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ତଦନ୍ତ ପରିସରଭୁକ୍ତ କରାଯିବ ଗ୍ୟାଙ୍ଗ ସହ ଜଡିତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ପୂର୍ବରୁ ଏମାନଙ୍କ ଲିଙ୍କ ରେ ୬ ଜଣଙ୍କୁ ଗିରଫ କରା ଯାଇଛି