୪୮ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ

୪୮ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ

କଟକ: ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪୮ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ। ଅବକାରୀ ଗୁଇନ୍ଦା ବିଭାଗ ଇନ୍ସିପେକ୍ଟର ଜଗଦୀଶ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଅଞ୍ଚଳରେ ଚଢ଼ାଉ କରାଯାଇ ମଦ ଜବତ ହୋଇଥିବା ସୂଚନା । ବେଆଇନ ଭାବେ ମଦ ବିକ୍ରି କରୁଥିବା ସମୟରେ ଚାନ୍ଦୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଦାସ(ବାବୁ)ଗିରଫ ।