ଋିୟାଙ୍କ ଜାମିନ ଆବେଦନ ଖାରଜ

ଋିୟାଙ୍କ ଜାମିନ ଆବେଦନ ଖାରଜ

ସେପ୍ଟେମ୍ବର ୨୨ ଯାଏଁ ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ। ମୁମ୍ବାଇ ସ୍ୱତନ୍ତ୍ର କୋର୍ଟ ରିୟାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହା ସହିତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ଅବଦୁଲ ବାସିତ, ଜୈଦ ଭିଲଟାରା, ଦୀପେଶ ସାବନ୍ତ ଏବଂ ସାମୁଏଲ ମିରାଣ୍ଡାର ଜାମିନ ଆବେଦନକୁ ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ର୍ ଖାରଜ କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁର ଡ୍ରଗ୍ସ ସମ୍ବନ୍ଧିତ ମାମଲାରେ ଏନସିବି ତାଙ୍କୁ ଗିରଫ କରିଥିଲା ।