କୋଭିଡ଼ କଟକଣା ପାଇଁ ନାଗାର୍ଜୁନ ବେଶ ଦର୍ଶନ ବନ୍ଦ ନିଷ୍ପତ୍ତି

କୋଭିଡ଼ କଟକଣା ପାଇଁ ନାଗାର୍ଜୁନ ବେଶ ଦର୍ଶନ ବନ୍ଦ ନିଷ୍ପତ୍ତି

ପୁରୀ: ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହେଲା, କୋଭିଡ଼ କଟକଣା ପାଇଁ ନାଗାର୍ଜୁନ ବେଶ ଦର୍ଶନ ବନ୍ଦ ନିଷ୍ପତ୍ତି; ଭିତର କାଠ ନିକଟରେ ହେଉଥିବା ବେଶ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି, ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ବହୁପ୍ରତିକ୍ଷୀତ ନାଗାର୍ଜୁନ ବେଶ ହେବ