ରଥଯାତ୍ରା ଭଳି ବିନାଭକ୍ତରେ ହେବ ନାଗାର୍ଜୁନ ବେଶ

ରଥଯାତ୍ରା ଭଳି ବିନାଭକ୍ତରେ ହେବ ନାଗାର୍ଜୁନ ବେଶ

ପୁରୀ: ରଥଯାତ୍ରା ଭଳି ବିନାଭକ୍ତରେ ହେବ ନାଗାର୍ଜୁନ ବେଶ, ବିକଳ୍ପ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯଙ୍କ ପ୍ରସ୍ଥାବ, ସିଂହଦ୍ଵାରରେ ଥିବା ପତିତପାବନଙ୍କ ନାଗାର୍ଜୁନ ବେଶର ହେବ ଅନଲାଇନ ଦର୍ଶନ, ଛତିଷାନିଯୋଗ ଓ ପରିଚାଳନା ବୈଠକରେ ଆଲୋଚନା ପରେ ହେବ ଚୁଡାନ୍ତ ନିସ୍ପତି, ସୂଚନା ଦେଲେ ଉନ୍ନୟନ ପ୍ରଶାସକ