ଯୁବ ବିଜେଡ଼ି ସାଧାରଣ ସମ୍ପାଦକ କଳ୍ପତରୁ ଓଝା ଦଳରୁ ବହିଷ୍କାର

ଯୁବ ବିଜେଡ଼ି ସାଧାରଣ ସମ୍ପାଦକ କଳ୍ପତରୁ ଓଝା ଦଳରୁ ବହିଷ୍କାର

ଭୁବନେଶ୍ୱର: ଯୁବ ବିଜେଡ଼ି ସାଧାରଣ ସମ୍ପାଦକ କଳ୍ପତରୁ ଓଝା ଦଳରୁ ବହିଷ୍କାର । ଦଳ ବିରୋଧୀ କାର୍ଯ୍ୟ କରିବାରୁ ଦଳରୁ ବହିଷ୍କାର କରାଯାଇଥିବା ସୂଚନା ଦିଆଯାଇଛି। ସେପଟେ ଦଳର ଚୟନ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ସେ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି କଳ୍ପତରୁ ।
ନେତୃତ୍ବ ଓ ଚୟନ ପ୍ରକ୍ରିୟା ସଠିକ ଢଙ୍ଗରେ ହୋଇନାହିଁ । ଅନଭିଜ୍ଞ ପିଲାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଅଭିଯୋଗ ଆଣିଲେ କଳ୍ପତରୁ
ବିଜେଡିରେ ଯୁବ ଓ ଛାତ୍ର ନେତା ଚୟନକୁ ତେଜିଲା ଅସନ୍ତୋଷ