ଓଡ଼ିଶାରେ ପହଞ୍ଚିଲା NDRFର ଟିମ୍

ଓଡ଼ିଶାରେ ପହଞ୍ଚିଲା NDRFର ଟିମ୍

ଓଡ଼ିଶାରେ ପହଞ୍ଚିଲା NDRF ଅତିରିକ୍ତ ଟିମ୍ ସ୍ବତନ୍ତ୍ର ବିମାନରେ ଗୌହାଟିରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ସ୍ବତନ୍ତ୍ର ଟିମ୍ରେ ଅଛନ୍ତି ୧୫୦ ଜଣ ଯବାନ ବାତ୍ୟା ଆଶଙ୍କା ଥିବା ଜିଲ୍ଲାରେ ଆଜି ମୁତୟନ କରାଯିବ