ଓଡ଼ିଶାରେ ପହଞ୍ଚିଲା NDRFର ଟିମ୍

ଓଡ଼ିଶାରେ ପହଞ୍ଚିଲା NDRFର ଟିମ୍

ଓଡ଼ିଶାରେ ପହଞ୍ଚିଲା NDRFର ଅତିରିକ୍ତ ଟିମ୍ । ସ୍ବତନ୍ତ୍ର ବିମାନରେ ଗୌହାଟିରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା । ସ୍ବତନ୍ତ୍ର ଟିମ୍‌ରେ ଅଛନ୍ତି ୧୫୦ ଜଣ ଯବାନ । ବାତ୍ୟା ଆଶଙ୍କା ଥିବା ଜିଲ୍ଲାରେ ଆଜି ମୁତୟନ କରାଯିବ