ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ ନେଇ ବ୍ୟାପକ ପଦକ୍ଷେପ ନେଇଛି ବିଏମ୍ସି

ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ ନେଇ ବ୍ୟାପକ ପଦକ୍ଷେପ ନେଇଛି ବିଏମ୍ସି

ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ ନେଇ ବ୍ୟାପକ ପଦକ୍ଷେପ ନେଇଛି ବିଏମ୍ସି। ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ପରୂଲ ପଟୁୱାରୀ। ଗଂଜାମ ଫର୍ମୁଲା ଲବଗୁ ହେବ ରାଜଧାନୀରେ
1. ଏଣିକି ଆପଣଙ୍କର କୌଣସି କରୋନା ନେଇ ସନ୍ଦେହ ଥିଲେ 1929 ରେ କଲ କରି ସମ୍ପୂର୍ଣ ତଥ୍ୟ ପାଇପାରିବେ ।
2. ଭୁବନେଶ୍ୱରରେ ହେବ ବ୍ୟାପକ ହେଲଥ ସ୍କ୍ରିନିଂ
3. ଏଥିପାଇଁ 565 ଟି ରାପିଡି ରଷ୍ପନ୍ସ ଟିମ ଗଠନ କରାଯାଇଛି। ବସ୍ତି ଏବଂ ଅନ୍ୟନ ଅଂଚଳରେ ଏମାନେ ହେଲଥ ସ୍କ୍ରିନିଂ କରିବେ ।
4. ହୋମ ଆଇସୋଲେସନରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମ୍ସି।
5. ହୋମ ଆଇସୋଲେସନରେ ଥିବା ଲୋକଙ୍କ ସହ ଭିଡିଓ ଜରିଆରେ ରୋଗୀଙ୍କୁ ପରାମର୍ଶ ଦେବେ
6. କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଉପରେ ରହିବ କଡା ନଜର । ମାନୁ ଛନ୍ତି ନା ନାହିଁ କୋଭିଡ଼ ନିୟମ ।