କୋରୋନା କୁ ଦୃଷ୍ଟି ରେ ରଖି ଜେଲ ବିଭାଗ ପାଇଁ SOP ଜାରି

କୋରୋନା କୁ ଦୃଷ୍ଟି ରେ ରଖି ଜେଲ ବିଭାଗ ପାଇଁ SOP ଜାରି

SOP ଜାରି କଲା ଗୃହ ବିଭାଗ । କୌଣସି ବ୍ୟକ୍ତି କୁ ମାଜିଷ୍ଟ୍ରେଟ ଙ୍କ ପାଖରେ ହଜାର କରିବା ଆଗରୁ କୋଭିଡ଼ 19 ଟେଷ୍ଟ ବାଧ୍ୟତାମୂଳକ ନିର୍ଦ୍ଧିଷ୍ଟ ମେଡିକାଲ ର ମେଡିକାଲ ଅଫିସର ଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ  ଅଣ୍ଟିଜେନ ଟେଷ୍ଟ ଦ୍ୱାରା ନେଗେଟିଭି ସାବ୍ୟସ୍ତ ହେବା ପରେ କୌଣସି ସୀମଟମ ନଥିବା ଅଭିଯୁକ୍ତ ଜେଲ ଯିବେ ପୋଜିଟିଭ ଚିହ୍ନଟ ହେଲେ କୋର୍ଟ ଙ୍କ ଅନୁମତି ନେଇ କୋଭିଡ କେୟାର କିମ୍ବା ମେଡିକାଲ କୁ ସ୍ଥାନାନ୍ତର କରାଯିବ ନୂଆକରି ଜେଲ ଯାଇଥିବା ଅଭିଯୁକ୍ତ ଙ୍କୁ ଆଇସୋଲେସନ ୱାର୍ଡ ରେ ରହିବେ ।