ଭୁବନେଶ୍ୱରରେ ଏବର୍ଷ କୋଭିଡ ମହାମାରୀ ଯୋଗୁଁ ବାଲିଯାତ୍ରା ବାତିଲ

ଭୁବନେଶ୍ୱରରେ ଏବର୍ଷ କୋଭିଡ ମହାମାରୀ ଯୋଗୁଁ ବାଲିଯାତ୍ରା ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ପୋଲିସ କମିଶନରଙ୍କ ସହ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଆଖିରେ ରଖି,ଏବର୍ଷ ବାଲିଯାତ୍ରା ବାତିଲ ରଖିବାକୁ ସହମତି କ୍ରମେ ନିଷ୍ପତ୍ତି କରାଗଲା I ସ୍ଥିତିରେ ଉନ୍ନତ୍ତି ଆସିଲେ ଆସନ୍ତା ବର୍ଷ ଏହି ଉତ୍ସବକୁ ପୂର୍ବ ପରି ପାଳନ କରାଯିବ I ଆଗରୁ କଟକରେ ବାଲିଯାତ୍ରା ସ୍ଥଗିତ ରହିଛି I