ଏସ୍‌ସି-ଏସ୍‌ଟି ପିଲାଙ୍କ ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍‌ରେ କୌଣସି ପରିବର୍ତ୍ତନ ହେବନାହିଁ ମୁଖ୍ୟମନ୍ତ୍ରୀ

ଏସ୍‌ସି-ଏସ୍‌ଟି ପିଲାଙ୍କ ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍‌ରେ କୌଣସି ପରିବର୍ତ୍ତନ ହେବନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସ୍‌ସି-ଏସ୍‌ଟି  ପିଲାଙ୍କ ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍‌ରେ ପରିବରତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟନାୟକ କହିଛନ୍ତି ସେମାନେ ବରତମାନ ପ୍ରଚଳିତ ହାରରେ ସ୍କଲାରସିପ୍‌ରେ ପାଇବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି

ଏସ୍‌ସି-ଏସ୍‌ଟି ବିକାଶ ବିଭାଗ ଦ୍ଵାରା ଏ ସମ୍ପର୍କରେ ପ୍ରକାଶିତ resolutionକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେବା ସହିତ ଏ ସମ୍ପର୍କୀତ ଫାଇଲଟିକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟକୁ ପଠାଇବା ପାଇଁ ସେ ଆଦେଶ ଦେଇଛନ୍ତି