ଦାଦା ବଟିକୁ ନା

ଦାଦା ବଟିକୁ ନା

ଭୁବନେଶ୍ୱର: କମିଶନରେଟ୍ ପୋଲିସ ର ନୂଆ କାର୍ଯ୍ୟକ୍ରମ ଦାଦା ବଟିକୁ ନା । ପୂର୍ବରୁ ସକିଲ ସମେତ ଅନ୍ୟ ଗ୍ୟାଙ୍ଗଷ୍ଟର କୁ ଧରା ଦେଇଛି । ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନିଙ୍କ ନେତୃତ୍ୱରେ ଏକ ଟିମ୍ କାମ କରିବ । ଆଣ୍ଟି ଏକ୍ସଷ୍ଟ୍ରୋସନ ଟାକ୍ସ ଫୋର୍ସ କାମ କରିବ। କ୍ଯୁଏଟି ଓ ଥାନାର ପୋଲିସ ସହାୟତା କରିବେ। ଲୋକମାନଙ୍କ ନିକଟରେ ବିଶ୍ଵାସ ସୃଷ୍ଟି କରିବା । ଦାଦା ବଟି ଦେଉଥିବା ଲୋକଙ୍କ ନାମ ଗୋପନ ରଖାଯିବ। ଲୋକେ ସାହର୍ଯ୍ୟ ନକଲେ ଆମେ ଦୈତ ନଗରରେ ଦାଦା ବଟି ବନ୍ଦ କରି ପାରିବୁ ନାହିଁ। ଥାନା ସ୍ତରରେ ଓ ଡିସିପି ଙ୍କ ସ୍ତରରେ ବୈଠକ ହେବ । ଡିସିପି ଦାଦାବଟି ନେଇ ପ୍ରତି ସପ୍ତାହରେ ସମୀକ୍ଷା କରିବେ। ଅତିରିକ୍ତ ପୋଲିସ କମିଶନର ପ୍ରତି ୧୫ ଦିନର ସମୀକ୍ଷହେବ । ସୋମବାର ଶୁଦ୍ଦା ଏକ ହେଲ୍ପ ଲାଇନ୍ ନମ୍ଵର ଜାରି କରାଯିବ । ଦାଦାବଟି ନେଇ ସୂଚନା ଦେଲେ ନାଁ ଗୋପନ ସହ ପୁରଷ୍କୃତ କରାଯିବ।