ଅଭିନେତା ଅଜିତ୍ ଦାସ କରୋନା ଆକ୍ରାନ୍ତ

ଅଭିନେତା ଅଜିତ୍ ଦାସ କରୋନା ଆକ୍ରାନ୍ତ

ଓଡ଼ିଆ ଫିଲ୍ମ ଜଗର ଜଣେ ବରିଷ୍ଠ ଅଭିନେତା ତଥା ବରିଷ୍ଠ କଳାକାର ଅଜିତ ଦାଶ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଲିଛି । ଗତକାଲି ରାତି ୨ ଘଟିକା ସମୟରେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହେବାରୁ ତାଙ୍କ ଝିଅ , ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡାଙ୍କୁ ଜଣାଇଥିଲେ ପଜିଟିଭ୍ ଚିହ୍ନଟ ପରେ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସେ ବଳିଷ୍ଠ ଅଭିନୟ କରି ଲୋକଙ୍କ ମନରେ ସ୍ଥାନ ସୃଷ୍ଟି କରିଛନ୍ତି ।