ଗୃହରେ ଉପସ୍ଥାପିତ ହେଲା ଓଡିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ 2020 ଏହାକୁ କଂଗ୍ରେସ ର ଵିରୋଧ।

ଗୃହରେ ଉପସ୍ଥାପିତ ହେଲା ଓଡିଶା କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ ବିପଣନ ବିଲ 2020 ଏହାକୁ କଂଗ୍ରେସ ର ଵିରୋଧ।

ଭୁବନେଶ୍ୱର: ଏହା ଆଣ୍ଟି ଫାର୍ମର ଓ ପ୍ରୋ କରପୋରେଟ ବିଲ। ଏହି ବିଲ ଲାଗୁହେଲେ କୃଷି ବଜାରରେ ବିପର୍ଯ୍ୟୟ ଆସିବ। କେନ୍ଦ୍ର ସରକାରଙ୍କ ଆଣିଥିବା ସମାନ କୃଷିବିଲକୁ ଉଭୟ ଲୋକସଭା ରାଜ୍ୟ ସଭାରେ ବିରୋଧ କରାଯାଇଥିଲା। ତେଣୁ ଏହି ବିଲକୁ ରାଜ୍ୟରେ କଂଗ୍ରେସ ବିରୋଧ କରିଛି। ଏପଟେ ସମବାୟ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ବିଲ ସହ ଏହାର କୌଣସି ସାମଞ୍ଜସ୍ୟ ନାହିଁ। ପୁରୁଣା ବିଲକୁ ପରିବର୍ତ୍ତନ କରିଆଣିଛୁ। ଏହି ବିଲ ବିଷୟରେ କେଉଁଦିନ ଆଲୋଚନା ହେବ କାର୍ଯ୍ୟ ପରାମର୍ଶଦାତା କମିଟିରେ ନିଷ୍ପତ୍ତି ହେବ।