ବିଜେଡି ବିଧାୟକ ବ୍ୟୋମକେଶ ରାୟ କରନା ପଜିଟିଭ।

ବିଜେଡି ବିଧାୟକ ବ୍ୟୋମକେଶ ରାୟ କରନା ପଜିଟିଭ।

ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଛି । ଏହାରି ମଧ୍ୟରେ ରାଜ୍ୟର ଆଉ ଜଣେ ବିଧାୟକ ମହାମାରୀ କବଜାକୁ ଆସିଛନ୍ତି । ସେ ହେଉଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଟେଷ୍ଟ ପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।