ଓଡ଼ିଶାରେ ହେବ ଔଷଧ ପାର୍କ

ଓଡ଼ିଶାରେ ହେବ ଔଷଧ ପାର୍କ

ଓଡ଼ିଶାରେ ହେବ ଔଷଧ ପାର୍କ । ଉଚ୍ଚସ୍ତରୀୟ ବୈଠକରେ ସରକାରଙ୍କ ନିଷ୍ପତି । ରାଜ୍ୟରେ ଔଷଧ ପାର୍କ ପାଇଁ ଗଠନ ହେଲା spv । ଗୋପଲପୁରର ଟାଟା ଏସିଜେଡରେ ହେବ ଔଷଧ ପାର୍କ । ମୁଖ୍ୟ ଶାସନ ସଚିବ ଆସିତ ତ୍ରିପାଠୀଙ୍କ ଅଧକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତି । ଔଷଧ ପାର୍କରେ ଅତ୍ୟାଧୁନିକ ଭିତ୍ତିଭୂମି ଓ ସୁବିଧା ହେବ ଉପଲବ୍ଧ। ଔଷଧ ପାର୍କ ପାଇଁ 15 ଶହ କୋଟି ଟଙ୍କାର ପ୍ରାଥମିକ ଆକଳନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠା ହେବ ଔଷଧ ପାର୍କ । ଔଷଧ ପାର୍କରେ 5 ହଜାର ଲାକଙ୍କୁ ମିଳିବ ନିଯୁକ୍ତି ।