ରାଜ୍ୟ ପାଇଁ ଆସିଲା ଅନଲକ ୬.୦

ରାଜ୍ୟ ପାଇଁ ଆସିଲା ଅନଲକ ୬.୦

ଭୁବନେଶ୍ୱର:  ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ହେଲା ଗାଇଡଲାଇନ । ବାନ୍ଦ ରହିବ ଆନ୍ତର୍ଜାତୀୟ ବିମାନ ସେବା । ରାଜନୈତିକ, ସମାଜିକ , ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ନଭେମ୍ବରବ୩୦ ପ୍ରଯ୍ୟନ୍ତ ବନ୍ଦ । ବାହାଘରରେ ୨୦୦  ଓ ଶେଷକୃତ୍ୟ ୫୦ ଜଣକୁ ନେଇ କରିପାରିବେ । ସବୁବଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିବ ବନ୍ଦ । କିନ୍ତୁ ୯ ରୁ ୧୨ କ୍ଲାସ ର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ନଭେମ୍ବର ୧୬ ରୁ ଖୋଲିବ । ଏଥିପାଇଁ ଆସିବ ଏକ ଏସଓପି । ଧାର୍ମିକ ସ୍ଥଳରେ ପୂଜାର୍ଚନା ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ କରିପାରିବେ । ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଦେଇ ପାରିବେ ଅନୁମତି । ସମସ୍ତ ସିନେମା ହଲ , ସୁଇମିଙ୍ଗ ପୁଲ ଆଦି ନଭେମ୍ବର ୧୬  ପର୍ଯ୍ୟନ୍ତ ବନ୍ଦ ।