ରାଜ୍ୟରେ ଆଜି ପୁଣି ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ମୋଟ ମୃତ୍ୟୁ ସଂଖ୍ୟା ୬୮୨

ରାଜ୍ୟରେ ଆଜି ପୁଣି ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ମୋଟ ମୃତ୍ୟୁ ସଂଖ୍ୟା ୬୮୨

ଭୁବନେଶ୍ବର: ଆଜି ରାଜ୍ୟରେ  ଆଉ ୧୩ ଜଣଙ୍କ କରୋନାରେ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।