ଆଜି ଆଉ ୧୪ ଜୀବନ ନେଲା ମହାମାରୀ କରୋନ, ମୃତ୍ୟୁ ସଂଖ୍ୟା ୬୦୫

ଆଜି ଆଉ ୧୪ ଜୀବନ ନେଲା ମହାମାରୀ କରୋନ, ମୃତ୍ୟୁ ସଂଖ୍ୟା ୬୦୫

ଜ୍ୟରେ ଆଜି ଆଉ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫, ପୁରୀରୁ ୩, ମୟୁରଭଞ୍ଜରୁ ୨, କଟକ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।