ଆଜି ପୁଣି ୩୦ ଜିଲ୍ଲାରୁ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ପୁଣି ୩୦ ଜିଲ୍ଲାରୁ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୦୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୮ଜଣ ଚିହ୍ନଟ ହୋଇଛନ୍ତି । ଏବେ ମୋଟ ମାମଲା ୨୧୫୬୭୬ରେ ପହଞ୍ଚିଛି । ବର୍ତ୍ତମାନ ୩୭୨୧୦ଟି ମାମଲା ସକ୍ରିୟ ଥିବାବେଳେ ୧୭୭୫୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।