ଦୁଇ ଆଇଏଏସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଦୁଇ ଆଇଏଏସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଦୁଇ ଆଇଏଏସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମରେ କୋଭିଡ଼ ପରିଚାଳନାରେ ଭଲ କାମ କରିଥିବାରୁ ୨ ଯୁବ ଆଇଏଏସଙ୍କୁ ପ୍ରଶାଂସା କରିଛନ୍ତି ଅସିତ । ଦୁଇ ଆଇଏଏସ ହେଉଛନ୍ତି ପାରୁଲ ପତୱାରି ଓ ବିଶାଲ ସିଂ । ଏବେ ସେମାନେ ଖୋର୍ଦ୍ଧା ଓ ବିଏମସିକୁ ସହଯୋଗ କରିବେ । ଗଞ୍ଜାମରେ ସ୍ପେଶାଲ ଏଡ଼ିଏମ ଭାବେ ନିଯୁକ୍ତ ଥିଲେ ସେହି ଦୁଇ ଆଇଏଏସ ।