ବନ୍ଦ ହେବ ପିପିଲି ଉପନିର୍ବାଚନ !ଖୁବ ଶୀଘ୍ର ହୋଇପାରେ ସାନି ନିର୍ବାଚନ ତାରିଖ ଘୋଷଣା

ବନ୍ଦ ହେବ ପିପିଲି ଉପନିର୍ବାଚନ !ଖୁବ ଶୀଘ୍ର ହୋଇପାରେ ସାନି ନିର୍ବାଚନ ତାରିଖ ଘୋଷଣା

ପିପିଲି:ପିପିଲି ଉପନିର୍ବାଚନ ପାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହେବା ପରେ ପିପିଲି ଉପ ନିର୍ବାଚନ ବନ୍ଦ ହୋଇପାରେ । ସୂଚନା ଅନୁଯାୟୀ ଅଜିତ ପିପିଲି ଉପନିର୍ବାଚନର ପ୍ରଚାର ସମୟରେ ଅସୁସ୍ଥ ହୋଇପଡିଥିଲେ, ପରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ସୂଚନା ଆସିଥିବା ବେଳେ ଦିନ ୩ ଟାରେ ତାଙ୍କର ପରଲୋକ ହେବା ନେଇ ଖବର ଆସିଥିଲା ।