ପ୍ଲାଜମା ଥେରାପିର ନୂଆ ରେକର୍ଡ । ୧୦୪ ଜଣ କରୋନା ରୋଗୀ ପ୍ଲାଜମା ଥେରାପି ଚିକିତ୍ସା ଦ୍ବାରା ସୁସ୍ଥ ହୋଇଛନ୍ତି । ଏହା ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ପ୍ଲାଜମା ଜନିତ ସୁସ୍ଥ ସଂଖ୍ୟା । ସୁସ୍ଥ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପୁରା ମେଡିକାଲ ଟିମକୁ ଶୁଭେଛା ଜଣାଇଛନ୍ତି । ଏହା ସହ ପ୍ଲାଜମା ଦାନ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି ବିଭାଗ ।