ବଢିଲା +୨ ଆବେଦନର ଅବଧି

ବଢିଲା +୨ ଆବେଦନର ଅବଧି

ରାଜ୍ୟରେ ବଢିଲା +୨ ନାମଲେଖା ଆବେଦନ ଅବଧି । ସେପ୍ଟେମ୍ବର ୧୧ ତାରିଖ ଯାଏ ଏଣିକି ଆବେଦନ କରିହେବ ସେପ୍ଟେମ୍ବର ୪ ପରିବର୍ତ୍ତେ । www.samsoodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ ହେବ । ସେପ୍ଟେମ୍ବର ୧୮ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏହା ପରେ ସେପ୍ଟେମ୍ବର ୨୧ରୁ ୨୬ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ ।