ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରଧାନମନ୍ତ୍ରୀ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଗସ୍ତରେ ଯିବା ସହ ଆଜି ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦ୍ଦାର ପଟେଲଙ୍କ ଜନ୍ମ ୧୪୫ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ସେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହାସହ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରେଡରେ ମୋଦୀ ସାମିଲ ହୋଇଛନ୍ତି। ସାବରମତୀ ନଦୀକୂଳ କେୱଡ଼ିଆରୁ ପର୍ଯ୍ୟନ୍ତ ଉଦଘାଟନ କରିବା ସହ ସିଭିଲ ସର୍ଭିସେସ ପ୍ରେବେସନର୍ସକୁ ମଧ୍ୟ ସମ୍ବନ୍ଧିତ କରିବେ।ରାଷ୍ଟ୍ରୀୟ ଏକତା ଦିବସ ଅବସରେ ଏଥିରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସିର ଯବାନ ମଧ୍ୟ ସାମିଲ ହୋଇଛନ୍ତି।

ଏହା ପରେ ସେ ପୂର୍ବାହ୍ନ ୧୧ଟାରେ ମୋଦୀ ସିଭିଲ ସର୍ଭିସର ନଆଁ ବେଞ୍ଚକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ ଏବଂ ୧୧ଟା ୪୫ରେ କେୱାଡିଆ ୱାଟର ଏରୋଡ୍ରମକୁ ଉଦଘାଟନ କରିବେ ।