ସ୍ବାଭିମାନ ଅଂଚଳରୁ ଫେରିବା ପରେ ପ୍ରତିକ୍ରିୟା ରଖିଲେ ପୋଲିସ ଡିଜି ଅଭୟ

ସ୍ବାଭିମାନ ଅଂଚଳରୁ ଫେରିବା ପରେ ପ୍ରତିକ୍ରିୟା ରଖିଲେ ପୋଲିସ ଡିଜି ଅଭୟ

ମାଲକାନଗିରି : ସ୍ବାଭିମାନ ଅଂଚଳରୁ ଫେରିବା ପରେ ପ୍ରତିକ୍ରିୟା ରଖିଲେ ପୋଲିସ ଡିଜି ଅଭୟ । କହିଲେ ଗମନାଗମନ ଓ ଟେଲି କମ୍ଯୁନିକେଶନ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଥମେ ଗୋଟିଏ ଟେଲିଫୋନ ଟାଓ୍ବାର ଥିବା ବେଳେ ଏବେ ୫ଟି ଟାଓ୍ବାର ତିଆରି ହୋଇଛି ୧୪ଟି ରାସ୍ତା ପାଇଁ ଟେଣ୍ଡର ଦିଆଯାଇଛି, ୭ଟି ରାସ୍ତା କାମ ଜାରି ରହିଛି ବିଏସଏଫ ଓ ପୋଲିସ ସହଯୋଗରେ ମାଓ ମୁକାବିଲା କରାଯାଉଛି ।