କାକଟପୁରର ରେ ଧଳାଜହର ବେପାର ରେ ସଂପ୍ରୁକ୍ତ ଜଣେ ଯୁବକକୁ ଗିରଫ କଲା ପୁଲିସ

କାକଟପୁରର ରେ ଧଳାଜହର ବେପାର ରେ ସଂପ୍ରୁକ୍ତ ଜଣେ ଯୁବକକୁ ଗିରଫ କଲା ପୁଲିସ

କୋଣାର୍କ: ଗିରଫ ଅଭିଯୁକ୍ତ ନାମ ମଙ୍ଗୁ ମହାନ୍ତି । ମଙ୍ଗୁ ଏକାଧିକ ମାମଲାରେ ସଂପ୍ରୁକ୍ତ ଥିବା ବେଳେ କିଛି ଦିନଧରି ଫେରାର ଥିଲା । ଏମ.ଭି ଚେକିଂ ସମୟରେ ମଙ୍ଗୁକୁ ଗିରଫ କରିଛି କାକଟପୁର ପୁଲିସ । ଆଜି ମଙ୍ଗୁକୁ ଗିରଫ କରିକୋର୍ଟ ଚାଲାଣ କରାଯିବା ପରେ ରିମାଣ୍ତା ପାଇଁ ଆବେଦନ କରିପାରେ କାକଟପୁର ପୁଲିସ । ପୂର୍ବରୁ ୩୦ଲକ୍ଷର ବ୍ରାଉନସୁଗାର ଜବତ ମାମଲାରେ ସଂପ୍ରୁକ୍ତ ଥିଲା ମଙ୍ଗୁ ।