କାଲି ଠାରୁ ରାଜ୍ୟ ରେ କୋଭିଡ ଟୀକା ନେବେ ପୋଲିସ କର୍ମଚାରୀ

କାଲି ଠାରୁ ରାଜ୍ୟ ରେ କୋଭିଡ ଟୀକା ନେବେ ପୋଲିସ କର୍ମଚାରୀ

ଭୁବନେଶ୍ୱର : ଭୁବନେଶ୍ୱର ର ସମୁଦାୟ 19 ଟି ପ୍ରତିଷ୍ଠାନ ର8937 କର୍ମଚାରୀ ଟୀକା ନେବେ ଭୁବନେଶ୍ୱର ରେ ସିପି ଅଫିସ ସମେତ 3 ଟି ସ୍ଥାନ ରେ ଟୀକା ଦିଆଯିବ କଟକ ର 11 ଟି ପ୍ରତିଷ୍ଠାନର 6867 ଜଣ ପୋଲିସ କର୍ମଚାରୀ ଟୀକା ନେବେ ପ୍ରଥମ ଟୀକା ନେବେ ପୋଲିସ ଡିଜିପି ଶ୍ରୀ ଅଭୟ ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ସଢଙ୍ଗୀ