ବସ୍ ଭିତରେ ଜୀବନ ହାରିଲେ ପ୍ରବାସୀ

ବସ୍ ଭିତରେ ଜୀବନ ହାରିଲେ ପ୍ରବାସୀ

ଭଦ୍ରକ, ୨୦୦୫ :  ବସ୍ ଭିତରେ ଜୀବନ ହାରିଲେ ପ୍ରବାସୀ ଭୟରେ ଓହ୍ଲାଇ ଚାଲିଗଲେ ଅନ୍ୟ ପ୍ରବାସୀ ଏପରି ଏକ ଘଟଣା ଘଟିଛି ଭଦ୍ରକ ବନ୍ତ ଛକ ନିକଟରେ ସୂଚନା ଅନୁସାରେ,  ଏକ ବସ୍ କୋଏମ୍ବାଟୁରରୁ ପ୍ରବାସୀଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା   ଏଥିରେ ଥିବା ଜଣେ ପ୍ରବାସୀ ବସ୍ ଭିତରେ ହିଁ ପ୍ରାଣ ହରାଇଥିବା କୁହାଯାଉଛି। ତାଙ୍କ ମୃତ୍ୟୁ ପରେ ବସରୁ ଓହ୍ଲାଇ ଅନ୍ୟ ପ୍ରବାସୀମାନେ ପଳାଇଛନ୍ତି  ବସଟି ବନ୍ତ ଛକ ନିକଟରେ ହିଁ ଅଟକି ରହିଛି ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ଛାନଭିନ୍ ଆରମ୍ଭ କରିଛି