ଓଡିଶାରେ ପ୍ରଥମ କୋଭିଡ ଟିକା ନେଲେ ସମ୍ବଲପୁରର ପ୍ରହଲ୍ଲାଦ ସୁନା

ଓଡିଶାରେ ପ୍ରଥମ କୋଭିଡ ଟିକା ନେଲେ ସମ୍ବଲପୁରର ପ୍ରହଲ୍ଲାଦ ସୁନା

ସମ୍ବଲପୁର :ଓଡିଶାରେ ପ୍ରଥମ କୋଭିଡ ଟିକା ନେଲେ ସମ୍ବଲପୁରର ପ୍ରହଲ୍ଲାଦ ସୁନା। ସଫେଇ କର୍ମଚାରୀ ପ୍ରହଲ୍ଲାଦ ଟିକା ନେବା ପରେ ଖୁସି ପ୍ରକାଶ କରିବା ସହ ନିଜ ଦାୟିତ୍ୱ କରିଥିବା କହିଛନ୍ତି।