ଆରମ୍ଭ ହେଲା ଚନ୍ଦନ ଯାତ୍ରା ପ୍ରସ୍ତୁତି

ଆରମ୍ଭ ହେଲା ଚନ୍ଦନ ଯାତ୍ରା ପ୍ରସ୍ତୁତି

ପୁରୀ: ଆଜିଠାରୁ ମହାପ୍ରଭୁଙ୍କ ଦୁଇଚାପ ନନ୍ଦା ଓ ଭଦ୍ରାର ନିର୍ମାଣ ଶୁଭାରମ୍ଭ। ଶାଢିବନ୍ଧା ଦଶମହାରଣା ଓ ଆଠ ଭୋଇସେବକଙ୍କୁ ନେଇ ଚାଲିଛି ଚାପ ନିର୍ମାଣ। ମେ ମାସ ୧୫ପୂର୍ବରୁ ସରିବ ଚାପ ନିର୍ମାଣ। ସେପଟେ ଉତ୍କଳ ହିନ୍ଦୀ ବିଦ୍ଯାପିଠରେ ଚନ୍ଦନଯାତ୍ରା ସହ ସଂପୃକ୍ତ ସେବାୟତ ଓ ରଥନିର୍ମାଣ ସେବକଙ୍କର ଆରମ୍ଭ ହେଲା କୋଭିଡ୍ ଟେଷ୍ଟ। ତିନିଦିନ ଧରି ପ୍ରାୟ ୧୫୦ଜଣ ସେବକଙ୍କର ହେବ କୋଭିଡ୍ ଟେଷ୍ଟ।