ସାଢେ ୪ଟାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ସାଢେ ୪ଟାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ଭୁବନେଶ୍ଵର, ୦୬/୦୫ : ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଥିବା ବେଳେ ଏବେ ପ୍ରତିଦିନ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏହାପରେ କିଛି ବେପରୁଆ ଲୋକ ସଚେତନତା ଅବଲମ୍ବନ କରୁନାହାନ୍ତି ଯାହାଫଳରେ ସଂକ୍ରମଣ ଆହୁରି ବଢ଼ିବାରେ ଲାଗିଛି ଏହା ମଧ୍ୟରେ ଗୁରୁବାର କୋଭିଡ୍ ସ୍ଥିତି ନେଇ ଅପରାହ୍ନ ସାଢେ ୪ଟାରେ ପ୍ରେସମିଟ୍ କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୋଲିସ ଡିଜି ରାଜ୍ୟବାସୀଙ୍କୁ ଟିକାକରଣ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବାର୍ତ୍ତା ଦେବେ ବୋଲି ସୂଚନା ମିଳିଛି ଏହା ସହ ଲକଡାଉନ ସମୟରେ ଆଇନଶୃଙ୍ଖଳା ନେଇ ପୋଲିସ ଡିଜି କହିବେ ବୋଲି ସୂଚନା ମିଳିଛି