ଅଟଳ ଟନେଲ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅଟଳ ଟନେଲ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦୀର୍ଘତମ ରାଜପଥ ଟନେଲ “ଅଟଳ ଟନେଲ” କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ରୋହତାଙ୍ଗରେ ଦୀର୍ଘ ଦିନ ଧରି ନିର୍ମିତ “ଅଟଳ ଟନେଲ” କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି I ଏହି ଅବସରରେ CDP ବିପିନ ରାବତ , ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ I


ଅଟଳ ଟନେଲର ଲମ୍ବ ହେଉଛି ୯.୦୨ କିମି ଏବଂ ସମୁଦ୍ର ପତ୍ତନରୁ ୩୦୭୧ ଫୁଟ ଉପରେ ଏହାର ନିର୍ମାଣ କରାଯାଇଛି । ଏହା ଯୋଗୁ ହିମାଚଳ ପ୍ରଦେଶର ମନାଲି ଏବଂ ଲଦାଖର ଲେହ ସହର ଭିତରେ ଯାତାୟାତ ଦୂରତା ୪୬ କିମି ଏବଂ ଯାତ୍ରା ସମୟ ୪ରୁ୫ ଘଣ୍ଟା କମିଯିବ । ଏହି ଟନେଲ ଦେଇ ପ୍ରତି ଦିନ ୩୦୦ କର ଏବଂ ୧୫ ସହ ଟ୍ରକ ଯାତାୟାତ କରିପାରିବେ I ଏହି ଟନେଲକୁ ସାମରିକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। କାରଣ ଏହାକୁ ବର୍ଷସାରା ବ୍ୟବହାର କରିହେବ ।