ଆଜି ସଂଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ସଂଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ବହୁବାର ଦେଶକୁ ସମ୍ବୋଧିତ କରିସାରିଛନ୍ତି । ଏନେଇ ପ୍ରଧାମନ୍ତ୍ରୀ ଟଟ୍ଟ୍ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ‘ଆଜି ସନ୍ଧ୍ୟା ୬ଟାରେ ଦେଶକୁ ସନ୍ଦେଶ ଦେବି । ଆପଣମାନେ ନିଶ୍ଚୟ ଯୋଗଦେବେ ।