ଥାନା ଆଗରେ ଶବ ରଖି ପ୍ରତିବାଦ

ଥାନା ଆଗରେ ଶବ ରଖି ପ୍ରତିବାଦ

ପଟ୍ଟାମୁଣ୍ଡାଇ: ଗତ 23 ତାରିଖ ଦିନ ବକ୍ତାର ପୁର ଜେନା ସାହି ରେ ଘଟିଥିଲା ଅଘଟଣ । ଘର ପାଖ ପଡୋଶୀ ଙ୍କ ଦ୍ଵାରା ଆକ୍ରମଣ ରେ ଶିକାର ହୋଇଥିଲେ ବକ୍ତାର ପୁର ଗାଁ ର ରମେଶ ଜେନା । ଆଜି ରମେଶ ଙ୍କ ର କଟକ ରେ ଚିକିସ୍ଛା ହେବା ବେଳେ ମୃତୁ ହୋଇଥିବା ବେଳେ ଆଉ ତିନି ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।