ହାଇକୋର୍ଟ ରେ ପୁରୀ ବଗଲା ଜମି ବିବାଦ ମାମଲା

ହାଇକୋର୍ଟ ରେ ପୁରୀ ବଗଲା ଜମି ବିବାଦ ମାମଲା

ପୁରୀ: ରାଜ୍ୟ ସରକାର ସମେତ ୨୩ ଜଣଙ୍କୁ ନୋଟିସ । ବଗଲା ଜମି କିଣିଥିବା ୬ ଜଣ ବ୍ୟକ୍ତି ଙ୍କୁ ମଧ୍ୟ ନୋଟିସ ଜାରି କରିଲେ ହାଇକୋର୍ଟ । ଆବେଦନକାରୀ ନିଜର ପ୍ରତିଯାବାବ୍ ଦାଖଲ ପାଇଁ ନିର୍ଦେଶ