ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା

ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା

ଭୁବନେଶ୍ୱର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା । ବିସ୍ଫୋରଣର କାରଣ ନେଇ ବିଶେଷଜ୍ଞ ସହ ଚାଲିଛି ଆଲୋଚନା ବିସ୍ଫୋରଣ କିଭଳି ହେଲା, କାହା ଭୁଲ ରହିଛି ତଦନ୍ତ କରାଯାଉଛି । ସିସିଟିଭି ଫୁଟେଜରେ ୩ ଜଣ ଥିବା ଦେଖିବାକୁ ମିଳିଛି ପ୍ରଥମେ ପାଣି ଓ ପରେ ନାଇଟୋଜେନ ପକାଇ ଟେଷ୍ଟ କରାଯାଇଥିଲା । ଜଣେ ମ୍ଯାକେନିକ ଭଲ୍ବ ଠିକ କରୁଥିବା ସିସିଟିଭିରେ ଦେଖିବାକୁ ମିଳିଛି । ନାଇଟ୍ରୋଜେନରେ ନିଆଁ ଲାଗେନାହିଁ ଏ ଘଟଣାରେ କିଭଳି ନିଆଁଲାଗିଲା ତାହାର ଯାଂଚ କରାଯାଉଛି ସୁଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।