ରାଜଭବନ ଛକ ପେଟ୍ରୋଲ ଟାଙ୍କି ବିଷ୍ଫୋରଣ ଘଟଣା, ସୁଚନା ଦେଲେ ପୋଲିସ କମିଶନର

ରାଜଭବନ ଛକ ପେଟ୍ରୋଲ ଟାଙ୍କି ବିଷ୍ଫୋରଣ ଘଟଣା, ସୁଚନା ଦେଲେ ପୋଲିସ କମିଶନର

ଭୁବନେଶ୍ବର: ପେଟ୍ରୋଲ ଟାଙ୍କି ବିଷ୍ଫୋରଣ ଘଟଣା ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ସୀମାଂଚଳ ପରିଡାଙ୍କ ଡିଏନଏ ରିପୋର୍ଟରେ ଏହି ତଥ୍ଯ ପାଇଛି କମିଶନରେଟ ପୋଲିସ ଡିଏନଏ ରିପୋର୍ଟ ସମ୍ପର୍କରେ ସୀମାଂଚଳଙ୍କ ପରିବାର ଓ ଆଇଓସିଏଲକୁ ଅବଗତ କରାଯାଇଛି ଏହାଫଳରେ ମୃତକ ପରିବାର ଷତିପୂରଣ ପାଇପାରିବେ ସୀମାଂଚଳ ଙ୍କୁ ମିଶାଇ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟହୋଇଛି ଦିନେ ଦୁଇ ଦିନରେ ତଦନ୍ତର ଅଗ୍ରଗତି ନେଇ ସୁଚନା ଦେବ କମିଶନରେଟ ପୋଲିସ ସୁଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।