ବିଜେଡିରେ ମିଶିଲେ ରମାକାନ୍ତ ଭୋଇ

ଭୁବନେଶ୍ୱର: ବିଜେଡିରେ ମିଶିଲେ ରମାକାନ୍ତ ଭୋଇ। ଭୁବନେଶ୍ୱର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଦଳରେ ମିଶିଲେ ରମାକାନ୍ତ। 2019ରେ ତିର୍ତ୍ତଳ ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ ରମାକାନ୍ତ। କିଛି ଦିନ ତଳେ ବିଜେପି ଛାଡିଥିଲେ ରମାକାନ୍ତ।