ବିନା ଭକ୍ତରେ ରଥଯାତ୍ରା

ବିନା ଭକ୍ତରେ ରଥଯାତ୍ରା

ଗତବର୍ଷ ଭଳି କୋଭିଡ୍ କଟକଣାରେ ବିନା ଭକ୍ତରେ ହେବ ପୁରୀ ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ହେବ ପୁରୀରେ ରଥଯାତ୍ରା । ପୁରୀ ଛଡ଼ା ଅନ୍ୟ କେଉଁଠି ବି ହେବନି ରଥଯାତ୍ରା ।